ବିଗିଡ଼ିଗଲାଣି ମଧୁସୂଦନ ଦାସ ପାର୍କ ଅବସ୍ଥା: ଭାଙ୍ଗିଗଲାଣି ପାଇଖାନା, ଦୋଳି, ଖସଡ଼ା

ଭୁବନେଶ୍ୱର: ପୋଖରୀପୁଟସ୍ଥିତ ମଧୁସୂଦନ ଦାସ ପାର୍କ ରାଜଧାନୀର ଅନ୍ୟତମ ସୁନ୍ଦର ପାର୍କ। ସୁନ୍ଦର ସୁନ୍ଦର ଗଛ, ଅତ୍ୟାଧୁନିକ ଚିତ୍ତବିନୋଦନ ବ୍ୟବସ୍ଥା ଥିବାରୁ ରାଜଧାନୀବାସୀଙ୍କ ପାଇଁ ଏହି ପାର୍କ ଏକ ସମୟରେ ଆକର୍ଷଣର କେନ୍ଦ୍ର ପାଲଟିଥିଲା। କିନ୍ତୁ ବର୍ତ୍ତମାନ ପାର୍କର ଅବସ୍ଥା ଶୋଚନୀୟ। ପିଲାଙ୍କ ଦୋଳି, ଖସଡ଼ା ଆଦି ଭାଙ୍ଗି ଯାଇଥିବା ବେଳେ ପାଇଖାନା କାମ କରୁନାହିଁ। ପାର୍କର ଏଭଳି ଅସଜଡ଼ା ଭିତ୍ତିଭୂମିକୁ ଦେଖି ଏଠାକୁ ଆସୁଥିବା ଛୋଟ ପିଲାଙ୍କଠାରୁ ବୟସ୍କଙ୍କ … Continue reading ବିଗିଡ଼ିଗଲାଣି ମଧୁସୂଦନ ଦାସ ପାର୍କ ଅବସ୍ଥା: ଭାଙ୍ଗିଗଲାଣି ପାଇଖାନା, ଦୋଳି, ଖସଡ଼ା